୨୦୧୨ – ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ , ଶ୍ରୀ ହୃଦାନନ୍ଦ ରାୟ , ଶ୍ରୀମତୀ ମାଳବିକା ରାୟ ଓ ଶ୍ରୀ ସାତକଡି ହୋତା ଙ୍କ ଦ୍ଵାରା ‘ଦିଗବଳୟ’ର ବିଷୁବ ସଂଖ୍ୟା ଉନ୍ମୋଚିତ । ଡ଼ଃ ଗଣେଶ୍ଵର ମିଶ୍ରଙ୍କୁ ୨୦୧୨ ମସିହାର ‘ଦିଗବଳୟ ସମ୍ମାନ’ ପ୍ରଦାନ ଶ୍ରୀ ଭାସ୍କର ଚନ୍ଦ୍ର ଜେନାଙ୍କୁ ୨୦୧୨ ମସିହାର ‘ଦିଗବଳୟ ଗଳ୍ପ ସମ୍ମାନ’ ପ୍ରଦାନ ଡ଼ଃ ଶରତ ଚନ୍ଦ୍ର ରଥଙ୍କୁ ୨୦୧୨ ମସିହାର ‘ଦିଗବଳୟ ପ୍ରବନ୍ଧ ସମ୍ମାନ’ ପ୍ରଦାନ ଶ୍ରୀମତୀ ସୀମା ମିଶ୍ରଙ୍କୁ ୨୦୧୨ ମସିହାର ‘ଦିଗବଳୟ କବିତା ସମ୍ମାନ’ ପ୍ରଦାନ ୨୦୧୩ ବିଷୁବ ସଂଖ୍ୟା ‘ଦିଗବଳୟ’ ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ । ୨୦୧୫ ଅକ୍ଷୟ ତୃତୀୟା ମହୋତ୍ସବରେ ‘ଦିଗବଳୟ’ର ସମ୍ପାଦକ ଅଜୟ କେତନ ମହାନ୍ତିଙ୍କ ଦ୍ବାରା ସ୍ଵାଗତ ଭାଷଣ ପ୍ରଦାନ । ମଞ୍ଚରେ ଅନ୍ୟମାନେ – ( ବାମରୁ) ମୁଖ୍ୟବକ୍ତା ଡ଼ଃ ତୁଳସୀ ଓଝା ,ସଭାପତି ଶ୍ରୀ ସାତକଡି ହୋତା , ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ଏ.ଏସ୍.ନାଇଡୁ ଓ ଉପଦେଷ୍ଟା ଶ୍ରୀ ପୀତବାସ ରାଉତରାୟ । ‘ଦିଗବଳୟ’ର ବିଷୁବ ବିଶେଷାଙ୍କ – ୨୦୧୫ ଉନ୍ମୋଚିତ ଶ୍ରୀ ରାମଶଙ୍କର ରଥଙ୍କୁ ୨୦୧୫ ମସିହାର ‘ଦିଗବଳୟ ପ୍ରବନ୍ଧ ସମ୍ମାନ’ ପ୍ରଦାନ । ଶ୍ରୀ କୀର୍ତ୍ତନ ନାରାୟଣ ପାଢ଼ୀଙ୍କୁ ୨୦୧୫ ମସିହାର ‘ଦିଗବଳୟ ସମ୍ମାନ’ ପ୍ରଦାନ ଶ୍ରୀ ଅରବିନ୍ଦ ଦାସଙ୍କୁ ୨୦୧୫ ମସିହାର ‘ଦିଗବଳୟ ଗଳ୍ପ ସମ୍ମାନ’ ପ୍ରଦାନ । ଶ୍ରୀମତୀ ସ୍ଵୟମ୍ଵରା ପଟ୍ଟନାୟକଙ୍କୁ ୨୦୧୫ ମସିହାର ‘ଦିଗବଳୟ କବିତା ସମ୍ମାନ’ ପ୍ରଦାନ ।