୨୦୦୯ ମସିହା ଏପ୍ରିଲ ୨୭ ତାରିଖ ଅକ୍ଷୟ ତୃତୀୟାରେ ଭୁଵନେଶ୍ଵରରୁ ଜନ୍ମଲାଭ କରିଥିବା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଦିଗଵଳୟ’ ଆଜି ସାହିତ୍ୟପ୍ରେମୀ ଓଡ଼ିଆ ପାଠକମାନଙ୍କ ନିକଟରେ ସୁପରିଚିତ ।’ଦିଗଵଳୟ’ କେବଳ ଏକ ପତ୍ରିକା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅଙ୍ଗିକାରବଦ୍ଧତାର ପରିପ୍ରକାଶ ଓ ଏହାର ସୁରକ୍ଷା ଓ ପ୍ରସାର ପାଇଁ ଏକ ନିରବ ଅଭିଯାନର ଅ୦ଶଵିଶେଷ । ଶୃଙ୍ଖଳିତ ସମ୍ପାଦନା, ସୁଦୃଶ୍ୟ ପରିପାଟୀ, ସୃଷ୍ଟି ସମ୍ଭାରର ଅନାସକ୍ତ ଚୟନ, ସମ୍ଭାବନାପୂର୍ଣ୍ଣ ଲେଖକ ଲେଖିକାମାନଙ୍କୁ ପ୍ରୋତ୍ସାହନ ଓ କାଳଜୟୀ ସାହିତ୍ୟକୃତିମାନଙ୍କର ପୁନଃପ୍ରକାଶନ ଇତ୍ୟାଦି ‘ଦିଗଵଳୟ’ର ପାଠକୀୟ ଶ୍ରଦ୍ଧା ଓ ଆଦୃତି ଵୃଦ୍ଧିରେ ସହାୟକ ହୋଇଛି।
ଉପଦେଷ୍ଟା ମଣ୍ଡଳୀ




ସମ୍ପାଦକ

ପରିଚାଳନା ସମ୍ପାଦକ

କଳା ସମ୍ପାଦକ

ପ୍ରଚ୍ଛଦ ଓ ଅଳଙ୍କରଣ

ଅକ୍ଷର ସଜ୍ଜା ଓ ଡ଼ିଟିପି

ମୁଦ୍ରଣ

( ଓଁ ଶ୍ରୀ ଗ୍ରାଫିକ୍ସ )